ଖେଳ ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କର Sukanta NayakOctober 29, 2025 ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କରଦିନିକିଆ ସିରିଜରେ ପରାଜୟ ପରେ ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ଡିଆଅପରାହଣ ୧ ଟା ୪୫ ମିନିଟରୁ ମାନୁକା ଓଭାଲରେ ଖେଳାଯିବ ମ୍ୟାଚଅଧିନାୟକ ସୂର୍ଯ୍ୟକୁୋର ଯାଦବଙ୍କ ପାଇଁ ଅଗ୍ନି ପରୀକ୍ଷା
ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ହେଜଲ କୀଚ୍ : ଯୁବରାଜ ସିଂହ ନୂଆଦିଲ୍ଲୀ : ଯୁବରାଜ ମଙ୍ଗଳବାର ଟୁଇଟ୍ କରି ଲେଖିଛନ୍ତି ଯେ, ସମସ୍ତ ପ୍ରଶଂସକ, ପରିବାର ଓ ବନ୍ଧୁଙ୍କ ପାଇଁ କହୁଛି ଯେ, ଭଗବାନ ଆଜି ଆମକୁ…
ସୁପର ସନଡ଼େ ସୁପର ମୁକାବିଲା ନୂଆଦିଲ୍ଲୀ : ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ବିଶ୍ୱକପ୍ ମଞ୍ଚରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ମହିଳା ଟି-୨୦ ବିଶ୍ୱକପ୍ରେ ଆଜି ଖେଳାଯିବ…
କାହିଁକି କାନ୍ଦି ପକାଇଲେ ସାନିଆ ? ଫୋକସ ପ୍ଲସ ୨୭/୧/୨୩(ବ୍ୟୁରୋ):ଭାରତର ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର ଶେଷ ହୋଇଛି। ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆଙ୍କୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଛି। ଏଥିସହ ସେ…