ଅପରାଧ ଏଟି ମାମଲାରେ ଚାର୍ଜଫ୍ରେମ୍ Sukanta NayakNovember 26, 2024 ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍ କରିଛି EDବେଆଇନ ଅର୍ଥ କାରବାର ନେଇ ଖୋଳତାଡ଼ କରୁଥିଲା ED
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ ଫୋକସ ପ୍ଲସ(ରାୟଗଡା)୦୭/୦୮/୨୦୨୨ : ରାୟଗଡା ଜିଲା ଗୁଣପୁର ଏଡ଼ିଜେ କୋର୍ଟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ କରାଯାଇଛି । ସମସ୍ତ ସାକ୍ଷୀଙ୍କ ବିଚାରଣା ସରିବା…
ଜେଏସଡବ୍ଲୟୁ ପାଇଁ ନାହିଁ ଆଇନକାନୁନ ଫୋକସ ପ୍ଲସ ୧୭/୦୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପଆଞ୍ଚଳ ରେ ଦିନକୁ ଦିନ ବଣ ଜଙ୍ଗଲ, ପାହାଡ଼ ପର୍ବତ, ଗଛ ଲତା ସଫା ହେବାରେ ଲାଗିଛି।…
ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତ୍ୱର । ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ ।…