Breaking news ଓଲଟିଲା ଦଣ୍ଡନାଚ ଗାଡ଼ି Sukanta NayakApril 7, 2025 ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I ଫୋକସ ପ୍ଲସ 14/4 (ଚାନ୍ଦବାଲି): ଧାମରା ନରସିଂହପୁର ରାସ୍ତା କଡ଼ରୁ ଆହାତ ଯୁବତୀ ଉଦ୍ଧାର, ଯୁବତୀଙ୍କ ଅଭିଯୋଗ ଆଧାରରେ ୩ ଅଭିଯୁକ୍ତ ଗିରଫ। ଧାମରା ଥାନା ଅନ୍ତର୍ଗତ…
୨୪ ଘଣ୍ଟାରେ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି, ସର୍ବୋଚ୍ଚ ଯନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ଲଗାତାର ତିନି ଦିନ ଧରି ରାଜ୍ୟରେ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା…
ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା ଫୋକସ ପ୍ଲସ 15/11/22( ଜେନାପୁର):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର 11ନମ୍ବରଜୋନ ର ବିଶାଳ ପଦଯାତ୍ରା ରେ ବିରୋଧୀ ଶିବିର ରେ କମ୍ପନ ସୃଷ୍ଟି। ଆଜି ସକାଳ ଆଠ…