accident କେରଳରେ ଭୂସ୍ଖଳନ: ୧୨ ମୃତ Sukanta NayakJuly 30, 2024July 30, 2024 -କେରଳ ୱାଏନାଡରେ ଭୂସ୍ଖଳନ; ୧୨ ମୃତ, ଶତାଧିକ ଫସିଲେ-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ-ଉଦ୍ଧାର କାର୍ଯ୍ୟରେ KSDMA ଓ NDRF-ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17 ଓ ALH ହେଲିକପ୍ଟର
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ହସ୍ପିଟାଲ୍ରେ ଦୁର୍ଘଟଣା ବୃଦ୍ଧାଙ୍କ ଅକାଳ ମୃତ୍ୟୁଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣାହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ଅକାଳ ମୃତ୍ୟୁଲିଫ୍ଟ ଭିତରେ ଷ୍ଟ୍ରେଚର୍ ସହ ଚାପିହୋଇ…
ଭୂମକମ୍ପ ନେଲା ଜୀବନ। ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଲଗାତର ୬ଟି ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ।…
ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥରେ ଓଲଟିଲା ଘରୋଇ LPG ବୋଝେଇ ଟ୍ୟାଙ୍କର ପାରାଦୀପ: ଜାତୀୟ ରାଜପଥ ଓଲଟିଲା LPG ବୋଝେଇ ଗ୍ୟାସ୍ ଟ୍ୟାଙ୍କର, ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ଉପରେ ଓଲ୍ଟିପଡିଛି ଏଲ୍ପିଜି ବୋଝେଇ ଗ୍ୟାସ୍ ଟ୍ୟାଙ୍କର | ପାରାଦୀପ…