Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ FOCUS PLUSMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
୩ ଜଣ ଯୁବକ ଉପରେ ଆଜଣା ଗାଡି ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଯୁବକ ପିନକୁନ ନାଏକ, ବୁଧୁ ମହାରଣାଙ୍କ ମୃତ୍ୟୁ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା ଚମ୍ପୁଆ ତା୯/୦୨- ରଘୁ ଆଳ ସାହି ନିକଟରେ ଘଟିଯାଇଛି ଏକ ଅଭାବନୀୟ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ରିମୁଳିଠାରୁ କୋଦଗାଡିଆ ଅଭିମୁଖେ…
ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ#BreakingNews ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ-ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍-ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ…
ଗଛକୁ ଧକା ଦେଲା ଯାତ୍ରୀବାହି ବସ | ବୁଗୁଡା,ଗଞ୍ଜାମ12/01/2024: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କୁଆନଳା ଗ୍ରାମ ନିକଟରେ ଦକ୍ଷୀଣେଶ୍ୱରି ନାମକ ଏକ ଯାତ୍ରୀ ବାହୀବସ ରାସ୍ତା କଡରେ ଥିବା ଏକ ଗଛକୁ ଧକା ଦେବା…