ଖେଳ ଦିନିକିଆରୁ ଅବସର ନେଲେ ଗ୍ଲେନ୍ Sukanta NayakJune 2, 2025 ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
ରିଷଭ ପନ୍ତଙ୍କ ଉପରେ ୨୪ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା ଆଇପିଏଲ୍ ମୁକାବିଲା । ତେବେ ଏହି ମ୍ୟାଚ୍ରେ ରିଷଭ ପନ୍ତଙ୍କ ଦଳ ୫୪ରନରେ ଶୋଚନୀୟ ପରାଜୟ ବରଣ…
ଆଇପିଏଲ ରେ ନଜର ଆସିବେନି ପୃଥ୍ୱୀ ଶ’, ରାହାଣେ, ଫିଲିପ୍ସ, ୱିଲିୟମସନ ଓ ଶାର୍ଦ୍ଦୁଲ ଠାକୁର ନୂଆଦିଲ୍ଲୀ : ଆଜି ଆଇପିଏଲ ୨୦୨୫ର ମେଗା ଅକ୍ସନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଅକ୍ସନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅନେକ ବଡ ବଡ ଷ୍ଟାର…
କୋହଲି ଏବଂ ରୋହିତଙ୍କୁ ନେଇ ବଡ ଖୁଲାସା କଲେ ଗମ୍ଭୀର ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି | ଆସନ୍ତା ଜୁଲାଇ ୨୭ରୁ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍…