Breaking news ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ଚିହ୍ନଟ Sukanta NayakMay 22, 2025May 22, 2025 ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେଏବେ କ୍ବାରେଣ୍ଟିନ୍ରେ ଅଛନ୍ତି କୋରୋନା ଆକ୍ରାନ୍ତବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି କୋରୋନା ଆକ୍ରାନ୍ତପୂର୍ବରୁ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
5 ବିଶ୍ଵକପ ବିଜେତା ଜର୍ମାନୀକୁ ୩/୨ ରେ ଧୂଳି ଚଟାଇଲା ଭାରତ ଫୋକସ ପ୍ଲସ 11/3/23(ବ୍ୟୁରୋ): ପ୍ରଥମ କ୍ଵାଟର ଜର୍ମାନୀ ଘନ ଘନ ଆକ୍ରମଣକୁ ରୋକିବା ପାଇଁ ଭାରତର ହାର୍ଦିକ ରକ୍ଷଣଶୀଳ ଭାବ ଖେଳ ଭାରତର ବିରୋଧରେ ରୋକିବାକୁ ସଫଳ…
ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ ରେ ଗ୍ରାହକ ଅସନ୍ତୁଷ୍ଟ ଫୋକସ ପ୍ଲସ 7/5/22 (ପୁରୀ):ଲେମ୍ବୁ ପରେ ଟମାଟୋ ବଜାର ଚଢ଼ା ଦର ରେ ଅତିଷ୍ଟ ହୋଇପଡିଲେଣି ଗ୍ରାହକ. ଲେମ୍ବୁ ପରେ ହଟାତ ଟମାଟୋ ଦର ଆକାଶ ଛୁଆଁ.…
ଭାଲୁ ଆକ୍ରମଣରେ ଗାଇଚରାଳି ଗୁରୁତର ଫୋକସ ପ୍ଲସ ୧୭/୦୬/୨୨(ଗୋପ):ଗୋପିଗୁଡା ଗାଁ ର ଲଛୁ ମାଝି ନାମକ ଜଣେ ବୃଦ୍ଧ ପ୍ରତିଦିନ ପରି ଆଜି ମଧ୍ୟ ନିକଟସ୍ଥ ଗାଁ ର ସମସ୍ତ ଲୋକଙ୍କ ଗାଇଗୋରୁ…