ରାଜ୍ୟ ରାଜ୍ୟ କ୍ୟାବିନେଟ୍ରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି Sukanta NayakMay 14, 2025 ନାମଲେଖାରେ ରହିବ ୧୧.୨୫ ପ୍ରତିଶତ ସଂରକ୍ଷଣ। ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁହେବ। ଏସ୍ସି/ଏସ୍ଟି ପାଇଁ ଯାହା ସଂରକ୍ଷଣ ଥିଲା ତାହା ବଳବତ୍ତର ରହିବ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନାକଳାହାଣ୍ଡିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେଯୋଜନା ସହ ଯୋଡ଼ି ହେବେ ୫୦ହଜାର ହିତାଧିକାରୀପୂରଣ ହେବ…
ବେସାହାରା ସୁମତି ଫୋକସ ପ୍ଲସ(ପାଲହଡା) ୨୮/୦୭/ ୨୦୨୨: କୁହାଯାଏ,ଯେତେବେଳେ ବିପଦ ଆସେ ତାହା ବନ୍ଧୁ ବାନ୍ଧବ କୁଟୁମ୍ବଙ୍କୁ ଧରି ଆସିଥାଏ | ଏହାର ସତ୍ୟତା ଦେଖାଦେଇଛି, ଅନୁଗୋଳ ଜିଲ୍ଲା ପାଲଲହଡା…
ଗୋବିନ୍ଦିପୁରରେ ଅସନ୍ତୋଷ, ବିଡିଓଙ୍କ ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ ବହୁ ଦିନ ଧରି ଗୋବିନ୍ଦିପୁର ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷା ପାଣି ଓ କାଦୁଅ ଜମି ରହିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସମସ୍ୟାର…