Breaking news ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ Sukanta NayakNovember 18, 2024 ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍ଏମ୍ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ ଅବହେଳା ଅଭିଯୋଗରେ ବଦଳି ଦାବି
ଶୁଭାରମ୍ଭ ହେଲା ପୁରୀ- କୋରାପୁଟ ଏକ୍ସପ୍ରେସ ଟ୍ରେନ, ଯାତ୍ରୀ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ରାଜ୍ୟରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଯାତ୍ରୀ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ରାଜ୍ୟରେ ଲାଗୁ ହେଲା ‘କାମଧେନୁ ଯୋଜନା’ odisha news : ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା…
ୟୁକ୍ରେନ୍- ଋଷ ବିବାଦ ଉଗ୍ର , ଚିନ୍ତାରେ ଭାରତ ଆମେରିକାର ରୁଷର ଯୁଦ୍ଧ ଘୋଷଣାକୁ କଡା ନିନ୍ଦା । ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ । ଏଥିସହ ଦୁଇ…