Breaking news ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟ Sukanta NayakMay 14, 2025 ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟସ୍ଥଳ-ବାୟୁ-ନୌସେନା ମୁଖ୍ୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତିCDS ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେଅପରେସନ ‘ସିନ୍ଦୁର’ର ସଫଳତା ନେଇ ଜଣାଇଲେ
ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଭୁବନେଶ୍ୱର, ୩୧/୦୭: ଓଡିଶା ରାଜନୀତିରୁ ଆସିଲା ବଡ ଖବର | ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ | ବର୍ତମାନ ରାଜ୍ୟ ରାଜନୀତିରୁ ଏହା…
ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା | କଟକ(ଫୋକସପ୍ଲସ)23/11/2023; ମିଳିଲାନି କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି କଟକ ମେୟର ସୁବାସ ସିଂହ…
ସମାଜସେବାର ଅନ୍ୟ ନାମ ମଦନମୋହନ ନାୟକ ଫୋକସ ପ୍ଲସ 30/3/23(ବ୍ୟୁରୋ): ମଣିଷ ଜୀବନ ପାଣିଫୋଟକା କହିଲେ ଭୂଲ୍ ହେବନାହିଁ। ତେଣୁ ମଣିଷ ଜନ୍ମ ହେବା ପରେ ତାହାର ଭଲକର୍ମ କୁ ଅନ୍ୟ ମାନେ ଅନୁସରଣ…