ଅପରାଧ ସୁଧୁରୁ ନାହାନ୍ତି ନାଣ୍ଡୁ!ଆସୁଛି ଅଭିଯୋଗ ପରେ ଅଭିଯୋଗ। Sukanta NayakJune 9, 2025 ବଢ଼ିଲା ଯାତ୍ରା ମାଲିକ ନାଣ୍ଡୁଙ୍କ ପାଇଁ ଅଡ଼ୁଆଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ଏତଲାଲିଙ୍ଗରାଜ ଥାନାରେ ଏତଲା ଦେଲେ ଅଭିନେତ୍ରୀ ପୂଜାଯାତ୍ରାରେ ସୁଯୋଗ ଦେବା କହି କମ୍ପ୍ରମାଇଜ କରିବାକୁ କହିଥିବା ଏତଲାରେ ଉଲ୍ଲେଖ
ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଫୋକସ ପ୍ଲସ(ବାଲେଶ୍ୱର): ସ୍ୱାମୀକୁ ମାଡ଼ ମାରି ଲହୁଲୁହାଣ କଲେ | ଟଙ୍କା ଲୁଟିଲେ ଶେଷରେ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଜଣକ ପରେ ଜଣେ ଦୁଷ୍କର୍ମ କଲେ |ଏଭଳି…
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଦୁଷ୍କର୍ମକାରୀ ୨ ଶିକ୍ଷକ ଗିରଫ | ନବରଙ୍ଗପୁର11/11/2023;ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଛି।…
କାବୁଲ ବିଦ୍ୟାଳୟରେ ବିସ୍ଫୋରଣ ପ୍ରାଣ ହରାଇଲେ ୧୦୦ ଶିଶୁ ଫୋକସ ପ୍ଲସ(ବ୍ୟୁରୋ): ଖବର ଅନୁଯାୟୀ କାବୁଲର ଏକ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୦୦ ଶିଶୁଙ୍କର ମୃତ୍ୟୁ ଘଟିଛି। ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଅନୁଯାୟୀ…