ବାଣିଜ୍ୟ ସୁନା କିଣିବାକୁ ଡର ମାଡୁଛି Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ସୁନା ଓ ରୂପା ଦରରେ ସାମାନ୍ୟ ପରିବର୍ତ୍ତନ, ଆସନ୍ତୁ ଜାଣିବା କ’ଣ ରହିଛି ଆଜିର ଦର ଦିନକୁ ଦିନ ସୁନାର ମୂଲ୍ୟ ବଢୁଥିବା ବେଳେ, ଆଜି ସୁନା ଦର କମିଥିବା ବେଳେ ରୂପା ଦର ସ୍ଥିର ରହିଛି । ସୁନାର ମୂଲ୍ୟ ବଢ଼ୁଥିବାରୁ ଲୋକେ…
ଋଷିଆ -ୟୁକ୍ରେନ ଯୁଦ୍ଧ କ୍ରିପ୍ଟୋକରେନ୍ସି ବଜାରରେ ଆତଙ୍କ ସୃଷ୍ଟି କଲାବେଳେ ବିଟକଏନ୍ ଖସିଗଲା | ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟକଏନ୍ 34,932.07 ଡଲାରରେ 8 ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଋଷିଆ ର ରାଷ୍ଟ୍ରପତି ଭାଲାଡମିର ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ…
ଏଠି ହୋଟେଲ ଏବଂ ରେଷ୍ଟୁରାଣ୍ଟ ରହିବ ବନ୍ଦ! ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ “କଠୋର କର” ବିରୋଧରେ ପ୍ରତିବାଦରେ ମହାରାଷ୍ଟ୍ରର ୨୦,୦୦୦ରୁ ଅଧିକ ବାର ଏବଂ ପରମିଟ ରୁମ ବନ୍ଦ। ଆଜି ବନ୍ଦ ନେଇ ଘୋଷଣା କରିଛି…