Breaking news ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିପାତ Sukanta NayakFebruary 1, 2025 ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଛନ୍ତି। ବିଜାପୁର ଜିଲା ଗାଙ୍ଗାଲୁରରେ ତଲାସି ଅଭିଯାନ ଜାରି ରହିଛି।
ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ….. ପୁରୀ: ଅନୁଗୁଳ-ପୁରୀ ଫାଷ୍ଟ୍ ପାସେଞ୍ଜର ଟ୍ରେନରେ ନିଆଁ । ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ । ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ…
ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁ ନୟାଗଡ଼ ଟାଉନ ଥାନା ମାନପୁରରେ ଚାଞ୍ଚଲ୍ୟଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାରପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ମୃତସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁହତ୍ୟା…