ରାଜନୀତି ୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ:ପ୍ରଭାତ Sukanta NayakMay 29, 2025 ମେ’ ୨୯ର ଅପରେସନକୁ ନେଇ ବଡ଼ ବୟାନକଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ୨୦୧୨ ମସିହା ମେ’ ୨୯କୁ ଭୁଲି ହେବନି ପ୍ରଭାତ‘୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ’‘ସାଧୁ ମୁଣ୍ଡରେ ଅଠା ବୋଳିଲା ଭଳି ହୋଇଥିଲା’
ବିରୋଧୀଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇଲେ ମୋଦି ସାଧାରଣ ନିର୍ବାଚନ ପରେ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଏହି ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ମାନଙ୍କୁ…
ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା…
ଭର୍ଚୁଆଲ ମାଧ୍ୟମରେ ଦୁଇଟି ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ | ରାୟଗଡା23/12/23(ଫୋକସ ପ୍ଲସ); ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅବସ୍ଥିତ କଂସାରିଗୁଡ଼ାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା…