ଅପରାଧ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sukanta NayakSeptember 21, 2024 ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ସାଲେପୁର ପୋଲିସ
ପଞ୍ଚାୟତ ଗୋଦାମ ଘର ତାଲା ଭାଙ୍ଗି ପିଡ଼ିଏସ ଚାଉଳ ଲୁଟ୍ ଫୋକସ ପ୍ଲସ(ବୋରିଗୁମ୍ମା) ୩୧/୦୭/ ୨୦୨୨:ତାଲା ଭାଙ୍ଗି ପଂଚାୟତ ଗୋଦାମ ଘରୁ ପିଡ଼ିଏସ ଚାଉଳ ଚୋରି ।ବିଳମ୍ବିତ ରାତିରେ ଲୁଟେରା ମାନଙ୍କ ବଡ଼ ଧରଣର ଚୋରି । ପଞ୍ଚାୟତ…
ରଙ୍ଗିଲା ପ୍ରେମିକ ପ୍ରେମିକାକୁ ରାତିଅଧରେ ଦେଖାକରିବାକୁ ଯାଇ ପଡୋଶୀ ଙ୍କ ହାତରେ ଧରାପଡି ଉତ୍ତମ ମଧ୍ୟମ ଖାଇବା ସହ ଗଛରେ ବାନ୍ଧି ସାତବେଣ୍ଟିଆ କରି ଗାଁରେ ବୁଲାଇଲେ । । ଫୋକସ ପ୍ଲସ( ମହାକାଳପଡ଼ା):04/04/22 କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ର ପେଟଛେଲା ପଞ୍ଚାୟତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା କୋଚିଳା ଗ୍ରାମର ଧୁର୍ବ…
ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବରର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ପୀଡ଼ିତା ଜଣେ ଯୁକ୍ତ-୨ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି…