ଅପରାଧ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! Sukanta NayakJuly 25, 2025 ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ
ପୂର୍ବ ବଚସାକୁ ନେଇ ଆକ୍ରମଣ ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି…
ସାମ୍ବାଦିକ କୁ ଆକ୍ରମଣ କରିଥିବା ରେଞ୍ଜର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ? ଅଫିସ ଖୋଲି ଦେଇ ମଦ ଭାଟିରେ ମଦ ପିଉଥିବା ଖବର ବାଜିବାରୁ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଏ ଉତ୍ପାତ ରେଞ୍ଜରଙ୍କୁ ଚିହ୍ନି ରଖନ୍ତୁ ଢେଙ୍କାନାଳବାସୀ । ଢେଙ୍କାନାଳ…
ଚଳଚିତ୍ର କାଳୀ ପୋଷ୍ଟର କୁ ନେଇ ଉପୁଜିଲା ବିବାଦ ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ତାଙ୍କ ନିକଟରେ ହୋଇଥିବା ଡକ୍ୟୁମେଣ୍ଟାରୀର ପୋଷ୍ଟର ଟ୍ୱିଟ କରିବା ପରେ ବିବାଦର ସମାଧାନ କରିଛନ୍ତି ଯେଉଁଥିରେ…