ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚରମବାଣୀ Sukanta NayakJune 9, 2025 ଏବେ ବି ସମୟ ଅଛି, ସତର୍କ ହୁଅ: ମନ୍ତ୍ରୀ‘ଦୁର୍ନୀତିର ମୂଳପୋଛ ପାଇଁ ଅଭିଯାନ ଆରମ୍ଭ ହୋଇଛି’ଲାଞ୍ଚ ନେଇ କେହି ବି ବର୍ତ୍ତି ପାରିବେନି:ସୁରେଶଦୁର୍ନୀତି ଯିଏ କରିବ ସିଏ ଜେଲ ଯିବ: ମନ୍ତ୍ରୀ
ଜବର ଦଖଲକାରୀ ଦୋକାନୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଫୋକସ ପ୍ଲସ(ମାଲକାନଗିରି) ୩୧/୦୭/ ୨୦୨୨:ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ପୌର ପରିଷଦ ପକ୍ଷରୁ ଦୈନିକ ବଜାର ସମେତ ବିଭିନ୍ନ ସ୍ଥାନରେ ପୌରଅଧିକାରୀ ଓ କର୍ମଚାରୀଙ୍କ ମାନେ…
BMC ଅଫିସରେ ପରିସ୍ରା କଲେ ବସ୍ତିବାସିନ୍ଦା ଭୁବନେଶ୍ୱର : ଡ୍ରେନ୍ ସମସ୍ୟା ପାଇଁ ଅଭିନବ ଉପାୟରେ ବିଏମ୍ସି କାର୍ଯ୍ୟାଳୟରେ ପ୍ରତିବାଦ ଜଣାଇଲେ ବସ୍ତିବାସିନ୍ଦା । ବିଏମ୍ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ…
ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ…