ଦେଶ ବିଦେଶ ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନ Sukanta NayakMay 14, 2025 BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନBSF ଯବାନ ପୂର୍ଣ୍ଣମ ସ’ଙ୍କୁ ଛାଡ଼ିଲାଅଟ୍ଟାରୀ-ଓ୍ବାଘା ସୀମା ଦେଇ ଭାରତ ଫେରିଲେ
ବିଦାୟ ବନ୍ଧୁ ସିଞ୍ଜୋ ଆବେ … ଫୋକସ ପ୍ଲସ (ବ୍ୟୁରୋ)୦୯/୦୭/୨୦୨୨: ସୂର୍ଯ୍ୟୋଦୟର ଦେଶ ଜାପାନ ଗତ ଆଠ ଜୁଲାଇର ଏକ ଅଶୁଭ ମୁହୂର୍ତ୍ତରେ ତାଙ୍କର ପ୍ରିୟ ନେତା , ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା…
ପ୍ରଥମ ଥର ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଲୋକସଭାର ସଦସ୍ୟା ଭାବରେ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। କେରଳର ୱାୟନାଡ୍ ସଂସଦୀୟ ଆସନରୁ ଉପନିର୍ବାଚନରେ ବିପୁଳ ମାତ୍ରାରେ…
ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ-ମୋଦୀ ଶନିବାର ଦିନ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କୁଲେବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆହ୍ୱାନ କରି ଋଷ କୁ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଏହା ସବୁ…