ଦେଶ ବିଦେଶ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେମୁ ଖ୍ୟମନ୍ତ୍ରୀ ମୋହନମାଝୀ Sukanta NayakApril 7, 2025 ଦିଲ୍ଲୀରେ କେତେକ ଗୁରୁତ୍ବପୂର୍ଣ୍ଣ MoU ହେବ ସ୍ବାକ୍ଷରିତIOCL, ISPRL, ପେଟ୍ରୋନେଟ LNG ସହ ହେବ ବୁଝାମଣାନୋଏଡ଼ାର HCL ଟେକ୍ନୋଲୋଜି ସହ ମଧ୍ୟ କଥା ହେବେ CMବହୁ ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋହନ
ଜାପାନରେ ଭୟଙ୍କର ଅଗ୍ନିକାଣ୍ଡ ଜାପାନ: ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା…
ହ୍ୟାକରଙ୍କ ନଜରରେ ୟ୍ୟଟ୍ୟୁବ୍ ଚ୍ୟାନେଲ୍ ନୂଆଦିଲ୍ଲୀ : ସୁରକ୍ଷିତ ନାହିଁ ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲ। ହ୍ୟାକରଙ୍କ ନଜରରେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲ। ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଏବଂ ସଂସ୍ଥାର ସୋସିଆଲ ମିଡିଆ…
ଭାଇରାଲ୍ ଗାର୍ଲଙ୍କୁ ଝାଡୁରେ ପିଟି ଟ୍ରୋଲ୍ ହେଲେ ରାନୁ ମଣ୍ଡଲ: ଗର୍ବ ପାଇଁ ପତନ ହେଲା ବୋଲି କମେଣ୍ଟ କଲେ ଲୋକ ନୂଆଦିଲ୍ଳୀ: ରାନୁ ମଣ୍ଡଲଙ୍କୁ ଆପଣ ସମସ୍ତେ ଜାଣିଥିବେ ନିଶ୍ଚୟ। ନିଜ ସୁନ୍ଦର କଣ୍ଠସ୍ବର ପାଇଁ ପ୍ରଥମେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ରାନୁ ମଣ୍ଡଲ ପରବର୍ତ୍ତୀ ସମୟରେ…