ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର କୁ ବୋମା ପକାଇ ଉଡାଇ ଦେବା ଘଟଣା ର ମୁଖ୍ୟ ଅଭିଯୁକ୍ତ ର ଶ୍ରୀ ମନ୍ଦିର କୁ ଉଡାଇବାର ଲିଙ୍କ

ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର କୁ ବୋମା ପକାଇ ଉଡାଇ ଦେବାକୁ ସେବାୟତ ଙ୍କୁ ଖୋଲା ଖୋଲି ଧମକ!୫୯ ଲକ୍ଷ ଟାଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ ମନ୍ଦିର କୁ ବୋମା ପକାଇ ଉଡାଇ ଦେବାକୁ ଧମକ! ଏହି ଧମକ ପୁର୍ଣ sms ଶହ ଫୋନ କଲ ଆସିଛି ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତ ସତ୍ୟବ୍ରତ ମହାପାତ୍ର! ଏବବାଦ ରେ ସାକ୍ଷୀଗୋପାଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର କାର୍ଯ୍ୟ ନର୍ବାହୀ ଅଧିକାରୀ ଲଷ୍ମୀଧର ପଣ୍ଡା! ଏହି ନମ୍ବର ରୁ ପୂର୍ବରୁ ପୁରୀ ମନ୍ଦିର କୁ ଉଡାଇ ଦେବା ଶହ ପୁରୀର ରାଜ ନେତା ଙ୍କୁ ଵି ଧମକ ମିଳିସାରିଛି ବୋଲି ସୂଚନା ମିଳିଛି! ଏହି ବୋମା ଧମକ ପରେ ସାକ୍ଷୀଗୋପାଳ ପୋଲିସ ତତ୍ପରତା ଦେଖାଇବା ଶହ ସତର୍କ ଶହ ମନ୍ଦିର କୁ କଡା କଡୀ ସୁରକ୍ଷା ଵେବସ୍ତା କରାଯିବାର ପ୍ରସ୍ତୁତ କରୁଛି!

Leave a Reply

Your email address will not be published. Required fields are marked *