୫ ମିନିଟରେ ସାପ ବିଷକୁ କାଟିବ ଏହି ଗଛ, ଆସନ୍ତୁ ଜାଣିବା ବିଷ ବାହାର କାରିବାର ସହଜ ଉପାୟ

ବର୍ଷା ଋତୁରେ ଅଧିକାଂଶ ସମୟରେ ଘର ଭିତରୁ ସାପ ବାହାରିଥାଏ । ଏପରି ସମୟରେ ସାପ କାମୁଡ଼ିଲେ ଅନେକ ପ୍ରକାରର ଘରୋଇ ଉପାୟ ଓ ଔଷଧୀୟ ଗଛ ସମ୍ପର୍କରେ ସୋସିଆଲ ମିଡିଆ ଓ ଲୋକପ୍ରଚଳିତ ଧାରଣାରେ ଦେଖିବାକୁ ମିଳେ। ଜଣାଅଜଣାରେ ସାପ ଯଦି ଆପଣଙ୍କୁ କାମୁଡିଦିଏ ତେବେ ତୁରନ୍ତ ଏହି ଗଛର ସାହାଯ୍ୟ ନିଅନ୍ତୁ । ଆୟୁର୍ବେଦ ଅନୁସାରେ ସାପ କାମୁଡିବାର କିଛି ସମୟ ଭିତରେ ଯଦି ଏହି ଗଛକୁ ବ୍ୟବହାର କରନ୍ତି, ତେବେ ୫ ମିନିଟ ଭିତରେ ବ୍ୟକ୍ତିଙ୍କୁ ବଞ୍ଚାଇ ହେବ ।

ସାପର ବିଷକୁ ପ୍ରଭାବିତ କରୁନଥିବା ଏହି ଗଛର ନାମ କାଙ୍କଡ ଗଛ । ଏହି ଗଛ ସାଧାରଣତଃ ଗରମ ଏବଂ ସନ୍ତନ୍ତିଆ ଯାଗାରେ ବାଡ ଉପରେ ହୋଇଥାଏ। ଏହାର ଫଳକୁ ଅନେକ ସ୍ଥାନରେ ପରିବା ଭାବେ ରାନ୍ଧି ଖାଯାଏ, ଯାହା ସ୍ୱାଦିଷ୍ଟ ହେବା ସହ ପୋଷକତତ୍ତ୍ୱରେ ମଧ୍ୟ ସମୃଦ୍ଧ ବୋଲି ମନେ କରାଯାଏ। ଗଛର ବିଭିନ୍ନ ଅଂଶକୁ ପାରମ୍ପରିକ ଭାବେ କେତେକ ସାଧାରଣ ରୋଗରେ ବ୍ୟବହାର କରାଯାଇଥାଏ । ଏହି ଗଛରେ ଅନେକ ଔେଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି ।

କୁହାଯାଏ ଯେ, ଏହି ଗଛରେ ସବୁ ପ୍ରକାରର ବିଷକୁ ନଷ୍ଟ କରିଦେବାର କ୍ଷମତା ରହିଥାଏ । ଏହାକୁ ବ୍ୟବହାର କରିବାର କିଛି ମିନିଟ ଭିତରେ କ୍ଷତିକାରକ ବିଷ ନଷ୍ଟ ହୋଇଯାଇଥାଏ । ଆସନ୍ତୁ ଜାଣିବା ବିଷ ବାହାର କାରିବାକୁ ଏହାକୁ କେମିତି କରିବେ ବ୍ୟବହାର। ପ୍ରଥମେ କାଙ୍କଡର ମୂଳକୁ ଗଛ ଠାରୁ ଅଲଗା କରିଦିଅନ୍ତୁ । ଏହି ମୂଳକୁ ଦୁଇ ତିନି ଦିନ ଖରାରେ ଶୁଖାଇ ରଖିଦିଅନ୍ତୁ। ଏହା ପରେ ଏହି ଶୁଖା ଯାଇଥିବା ମୂଳକୁ ପେଶି ପାଉଡର ପ୍ରସ୍ତୁତ କରିଦିଅନ୍ତୁ। ସାପ କାଟିବା ଦ୍ବାରା ବ୍ୟକ୍ତିକୁ ଏକ ଚାମଚ କାଙ୍କଡର ମୂଳରୁ ପ୍ରସ୍ତୁତ କରାଯାଇଥିବା ପାଉଡରକୁ କ୍ଷୀର ସହିତ ମିଶାଇ ପିଆଇ ଦିଅନ୍ତୁ। ପ୍ରାୟ ୫ ମିନିଟ ଭିତରେ ବିଷର ପ୍ରଭାବ କମି ଯାଇଥାଏ ।

Leave a Reply

Your email address will not be published. Required fields are marked *