ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ ଆୟୁଷ ଡାକ୍ତର,ଭିଜିଲାନ୍ସ ବିଭାଗ ଗିରଫ କଲା ଫୋକସ ପ୍ଲସ (ସୁନ୍ଦରଗଡ଼)୨୨/୦୭/୨୦୨୨:ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକର ଗଏରବାହାଲ ପ୍ରାଥମିକ ଚିକିତ୍ସାଳୟର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ,ଏକ ଅଟୋ ଦୁର୍ଘଟଣା ଲୁଚାଇବାକୁ…
ଖୋଲମ ଖୋଲା ଦୁର୍ନୀତି ! ଫୋକସ ପ୍ଲସ(ପାଳଲହଡା): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ରେ ବ୍ୟାପକ ଦୁର୍ନୀତି , ଏତେ ମାତ୍ରାରେ ଦୁର୍ନୀତି ବଢୁଛି ଯେ ତାକୁ ବ୍ଲକ ପ୍ରଶାସନ ରୋକ ଲଗାଇ…
ଉଦ୍ଧାର ହେଲା ଟିଫିନ ବମ ଓ ଚାରି ବ୍ୟାଗ ଜିଲୋଟିନ ଫୋକସ ପ୍ଲସ 5/6/22(କାଲିମେଳା): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତର ଏମପିଭି ୨୧ ଠାରେ ମାଓବାଦୀ ଦମନ ପାଇଁ ମୁତୟନ ହୋଇଥିବା ୭୬ ବାଟାଲିୟନର…