ଖେଳ ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କର Sukanta NayakOctober 29, 2025 ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କରଦିନିକିଆ ସିରିଜରେ ପରାଜୟ ପରେ ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ଡିଆଅପରାହଣ ୧ ଟା ୪୫ ମିନିଟରୁ ମାନୁକା ଓଭାଲରେ ଖେଳାଯିବ ମ୍ୟାଚଅଧିନାୟକ ସୂର୍ଯ୍ୟକୁୋର ଯାଦବଙ୍କ ପାଇଁ ଅଗ୍ନି ପରୀକ୍ଷା
ଜାପାନୀ ଦଳ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟ ରଖିଛନ୍ତି ଦ୍ରୁତ ଗତିରେ ଖେଳୁଥିବା ହରମନପ୍ରୀତ ସିଂହ ଭାରତ-ଜାପାନ: ଚୀନ୍ ବିପକ୍ଷରେ ନିଜର ଦୁର୍ବଳ ପ୍ରଦର୍ଶନକୁ ପଛରେ ପକାଇ, ଭାରତୀୟ ଦଳ ରବିବାର ଚଳିତ ହକି ଏସିଆ କପ୍ 2025ର ଦ୍ୱିତୀୟ ମ୍ୟାଚ୍ରେ ଜାପାନ ବିପକ୍ଷରେ…
ଆଜିଠୁ ‘ଏସିଆ’ ଲଢ଼େଇ ଆଜି ଏସିଆ କପ୍ ପ୍ରଥମ ମ୍ୟାଚ୍ ଖେଳିବ ଭାରତ।ଆଜି ଏସିଆ କପ୍ ଖେଳିବ ଭାରତ।ପ୍ରଥମ ମ୍ୟାଚ୍ ୟୁଏଇ ସହ ଖେଳିବ ଟିମ୍ ଇଣ୍ଡିଆ।ଦୁବାଇରେ ରାତି ୮ଟାରେ ଖେଳାଯିବ…
ରାଜନୀତିରେ ଜାଡେଜାଙ୍କ ଏଣ୍ଟ୍ରି ନୂଆଦିଲ୍ଲୀ : କ୍ରିକେଟ ପରେ ଏବେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରାଜନୀତି ରେ ପାଦ ଦେଇ ନିଜର ନୂଆ…