ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ କାନ୍ଦିଲେ ଲାଞ୍ଚୁଆ ଅଫିସର୍…..
ଛାଡିଦେବାକୁ କାନ୍ଦିକାନ୍ଦି ଭିଜିଲାନ୍ସକୁ ହେଲେ ନେହୁରା । ବୌଦ୍ଧରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ୨ ବୟନ ଶିଳ୍ପ ଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ବୌଦ୍ଧ ବୟନ ଶିଳ୍ପ କାର୍ଯ୍ୟାଳୟର…
Breaking And Latest News Of Odisha
ଛାଡିଦେବାକୁ କାନ୍ଦିକାନ୍ଦି ଭିଜିଲାନ୍ସକୁ ହେଲେ ନେହୁରା । ବୌଦ୍ଧରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ୨ ବୟନ ଶିଳ୍ପ ଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ବୌଦ୍ଧ ବୟନ ଶିଳ୍ପ କାର୍ଯ୍ୟାଳୟର…
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କେଉଁ କାରଣ ଯୋଗୁ…
ନାରାବାଜି ପାଇଁ ଚାଲିପାରିଲାନି ଗୃହକାର୍ଯ୍ୟଚଳିତ ଅଧିବେଶନର ଶେଷ ଦିନରେ ପ୍ରବଳ ହଙ୍ଗାମାଅମିତ ଶାହଙ୍କ ମନ୍ତବ୍ୟକୁ ବିରୋଧ କରି ନାରାବାଜିଦିନ ୧୨ଟା ଯାଏ ରାଜ୍ୟସଭା ମୁଲତବୀ
ଅନୁଗୁଳ ୫୫ନଂ NHର ପ୍ରଶାନ୍ତି ହୋଟେଲ ନିକଟରେ ଦୁର୍ଘଟଣାମୃତକ ଜଗତସିଂହପୁରର ବିକ୍ରମ ରାଉତରାୟପ୍ରତିବାଦରରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ
ଆଜି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା…
ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତସଂସଦ ଭବନ ଭିତରେ ପ୍ରତାପ ଷଡ଼ଙ୍ଗୀ ଆହତସଂସଦ ସିଢି଼ରୁ ତଳେ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଧକ୍କା ଦେଲେ:…
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ଵିନ। ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଚାଲିଥିବା ବେଳେ ବ୍ରିସବେନ ଟେଷ୍ଟ…
ଗାବାରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ-୨୬୦ରେ ଭାରତ ଅଲ୍ଆଉଟ୍, ୫ମ ଦିନରେ ବର୍ଷା ବାଧକ-ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ କରିଛି ୪୪୫ ରନ୍
ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର…
ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା