ସୁଜୁକିର ପ୍ରଥମ ଇଲେକ୍ଟ୍ରିକ୍ ମାଇକ୍ରୋ କାର୍ ଖୁବ୍ ଶୀଘ୍ର ଆସୁଛି

ସୁଜୁକି ଜାପାନ ମୋବିଲିଟି ଶୋ 2025ରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମାଇକ୍ରୋ କାର, ଭିଜନ ଇ-ସ୍କାଏକୁ ଉନ୍ମୋଚନ କରିଛି। ଏହି କମ୍ପାକ୍ଟ EVର ଡିଜାଇନ୍, ରେଞ୍ଜ, ବୈଶିଷ୍ଟ୍ୟ…

ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ।

ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ । ଅନ୍ୟପଟେ ରାଜ୍ୟକୁ ବହୁଛି ଉତ୍ତରା ଶୁଷ୍କ ଥଣ୍ଡା ପବନ । ଯାହାର ପ୍ରଭାବରେ ଆସନ୍ତାକାଲିଠୁ…

ଭୁବନେଶ୍ବରରେ ନଭେମ୍ବରରୁ ୧ରୁ ସୁଭଦ୍ରା ଶକ୍ତି ମେଳା

ମିସନ ଶକ୍ତି ବିଭାଗ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କତିକ ପରମ୍ପରାକୁ ଗୁରୁତ୍ବନଭେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ମେଳାମହିଳାଙ୍କ ଉଦ୍ୟୋଗକୁ…

ପରମାଣୁ ଅସ୍ତ୍ର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

୩୩ ବର୍ଷ ପରେ ପରମାଣୁ ଅସ୍ତ୍ର ପରୀକ୍ଷଣ ପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ । ଚୀନ୍ ଓ ରୁଷ ଚାଲୁ ରହିଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ…

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି। ଭକ୍ତମାନେ ସିଂହଦ୍ୱାର ବାଟେ ପ୍ରବେଶ କରି 3 ଦ୍ୱାରା ଦେଇ ପ୍ରସ୍ଥାନ କରିବେ।…

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ଅଦ୍ୟାବଧି ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି ଗତଥରର ଚମ୍ପିଆନ୍‌ ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବେ ଏହା କୌଣସି ମ୍ୟାଚ୍‌ ହାରିନାହିଁ। ଫର୍ମରେ…

ବିହାର ନିର୍ବାଚନୀ ସଭାରୁ ମୋଦିଙ୍କୁ ଜୋଦାର ହମଲା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁଥର ପରି ଏଥର ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଆକ୍ରମଣ କରିଛନ୍ତି।…