ପୂଜକଙ୍କୁ ନିର୍ମମ ହତ୍ୟା

କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି (୩୬)ଙ୍କୁ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଉଭୟ ମୃତକ ଓ ଅଭିଯୁକ୍ତ…

ଲସ୍କରର ଟପ୍‌ ଆତଙ୍କବାଦୀ ପାକିସ୍ତାନରେ ନିପାତ

ଲସ୍କରର ଟପ୍‌ ଆତଙ୍କବାଦୀ ପାକିସ୍ତାନରେ ନିପାତଲସ୍କରର ଟପ୍‌ ଆତଙ୍କୀ ସୈଫୁଲ୍ଲା ଖାଲିଦ ନିପାତପାକିସ୍ତାନରେ ଆତଙ୍କୀ ସୈଫୁଲ୍ଲା ଖାଲିଦକୁ ହତ୍ୟାକିଛି ଅଜଣା ଆକ୍ରମଣକାରୀଙ୍କ ଦ୍ବାରା ଖାଲିଦକୁ ହତ୍ୟା2006ରେ RSS…

ହାଇଦ୍ରାବାଦ ଅଗ୍ନିକାଣ୍ଡରେ ମୃତାହତଙ୍କୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦରେ ହୋଇଥିବା  ଭୟଙ୍କର ଅଗ୍ନିକାଣ୍ଡରେ  ୧୭ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଗୁରୁତର, ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି | 17 ମୃତକଙ୍କ…

୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର,୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା

କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼କୁ ରେଡ୍‌ ଆଲର୍ଟ-ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ମଧ୍ୟ ରେଡ୍‌ ଆଲର୍ଟ-ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା

ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ

ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ  ମହାନଗର ନିଗମ ଅଞ୍ଚଳରେ ୨ଟି କୁକୁର ଉଦ୍ଧାର ଗାଡ଼ି ବୁଲିବ। ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି। ପ୍ରତି…

ରାଜ୍ୟ କ୍ୟାବିନେଟ୍‌ରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି

ନାମଲେଖାରେ ରହିବ ୧୧.୨୫ ପ୍ରତିଶତ ସଂରକ୍ଷଣ। ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା…

୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନ

BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନBSF ଯବାନ ପୂର୍ଣ୍ଣମ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟସ୍ଥଳ-ବାୟୁ-ନୌସେନା ମୁଖ୍ୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତିCDS ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେଅପରେସନ ‘ସିନ୍ଦୁର’ର…

ସବୁଠି ଶୁଭୁଛି ବନ୍ଦେ ମାତରମ, ଭାରତ ମାତା କି ଜୟ ଆଉ ଜୟ ଯବାନ…

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା । ବିଜେପି ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ୧୦ ଦିନ ଧରି ଚାଲିବ…

ନିଜ ନିର୍ବାଚନ ମଣ୍ଡଳୀରୁ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ

ନିଜ ନିଜ ନିର୍ବାଚନ ମଣ୍ଡଳୀର ଶିକ୍ଷକଙ୍କୁ ବଦଳି କରିବା ଲାଗି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୧୫…