ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତ

ଗଞ୍ଜାମ: ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତମୃତକ ହେଲେ ନାରାୟଣପୁରର ରାଜେଶ କୁମାର ଗୌଡ଼ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ରାଜେଶ..ଏ…

ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ।

ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍‌ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ

ଆୟୁଷ୍ମାନ ଭାରତକୁ କ୍ୟାବିନେଟ ମଞ୍ଜୁରୀ,୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀରାଜ୍ୟରେ ୩ କୋଟି ୪୬ ଲକ୍ଷ…

ଯାଜପୁର କଳିଙ୍ଗ ନଗର ଟାଟା ଷ୍ଟିଲରେ ବଡ଼ ଅଘଟଣ

ଷ୍ଟିଲ୍‌ ମେଲ୍‌ଟିଂ ସପ୍‌ରେ ବିସ୍ଫୋରଣ, ୮ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ସୂଚନା, ସମସ୍ତ ଆହତ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି। ଯାଜପୁର କଳିଙ୍ଗ ନଗର ସ୍ଥିତ ଟାଟା…

ଦେଶୀ ମଦ ବପାରୀ ଘରେ ଦ୍ୱିତୀୟ ଦିନରେ ବି ଆୟକର ଛାନ୍ ଭିନ୍ ମିଳୁଛି ପୁଳା ପୁଳା ନଗଦ ଟଙ୍କା!

ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ରେଡ୍ ଜାରି। ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଚାଲିଛି। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି…

ସୁଜାତା କାର୍ତ୍ତିକେୟନଙ୍କ କବ୍ଜାରେ ଥିଲେ ମହିଳା :ମନ୍ତ୍ରୀ

-ପଞ୍ଚାୟତିରାଜ ଖର୍ଚ୍ଚ ଦାବିକୁ ନେଇ ବିଜେଡିକୁ ମନ୍ତ୍ରୀ ରବି ନାଏକଙ୍କ ଟାର୍ଗେଟ-‘ବିଜେଡି ସମୟରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ହାତରେ ମହିଳାଙ୍କ ଦାୟିତ୍ବ ଥିଲା’-‘ସୁଜାତା କାର୍ତ୍ତିକେୟନଙ୍କ ହାତରେ ମହିଳାଙ୍କ…

ପୋଲିସ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ, ଜଣେ ଯବାନ ସହିଦ ସୂଚନା।

ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ-ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଗୁଳି ବିନିମୟ-ପୋଲିସ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ-ଜଣେ DRG ଯବାନ ସହିଦ ନେଇ ବିଜାପୁର SPଙ୍କ…

ମଦ ବେପାରୀ ଘରେ ଆଇଟି ରେଡ୍, ବିକ୍ରମ ସାହୁଙ୍କ ବହୁ ସଂସ୍ଥାରେ ବଡ଼ ଧରଣର ଚଢାଉ

(ଫୋକସ ପ୍ଲସ )ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍। ଅନୁଗୁଳରେ…

ରାଜା ଚ୍ରକର ସହଯୋଗୀ ସମୀର ଜେନାଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର ୨୦/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସମୀର ଜେନାଙ୍କୁ ଗିରଫ କଲା ଇଓଡବ୍ଲୁ।…

ଖୋର୍ଦ୍ଧାରେ ଖୋଲିବ ନ୍ୟାସନାଲ୍‌ ଫୋରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି

ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ଭେଟି-ଖୋର୍ଦ୍ଧାରେ ଖୋଲିବ ନ୍ୟାସନାଲ୍‌ ଫୋରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି-କାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା-ଏଥିପାଇଁ ପ୍ରଧାନମନ୍ତ୍ରୀ,…