ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ସୁଭଦ୍ରା ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି:ପ୍ରଭାତି

ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରୁ ବଞ୍ଚିତ 1 ଲକ୍ଷ ମହିଳା-ରାସନକାର୍ଡ ଓ ଆୟରେ ତାଳମେଳ ନ ଥିବାରୁ 1 ଲକ୍ଷ ମହିଳା ବଞ୍ଚିତ-ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ…

ହଟାତ ବଢିଲା ୫୦୦ ଟଙ୍କା , ଲକ୍ଷେ ଛୁଇଁବ କି ସୁନା ଦର !

ନୂଆଦିଲ୍ଲୀ: ସୁନା ମୂଲ୍ୟ ବୃଦ୍ଧିରେ ଲାଗୁନି ବ୍ରେକ୍ । ସପ୍ତାହର ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ଦେଶର ରାଜଧାନୀ ଦିଲ୍ଲୀରେ ସର୍ରଫା ବଜାରରେ ସୁନା ମୂଲ୍ୟ ୫୦୦…

ନିର୍ବାଚନ ଆୟୋଗଙ୍କ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭୋଟର ଆଇଡିକୁ ଆଧାର କାର୍ଡ ସହ ଲିଙ୍କ୍ କରାଯିବ । ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ କେନ୍ଦ୍ର ଗୃହ ସଚିବଙ୍କ ବୈଠକରେ ଏହି ନିଷ୍ପତ୍ତି…

ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରା

ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରାଆଜି ଦିନ ସାଢ଼େ ୧୧ ଟା ସୁଦ୍ଧା ୩୬.୮ ଡିଗ୍ରୀ ରେକର୍ଡସମ୍ବଲପୁରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡହୀରାକୁଦ-୩୬, ଝାରସୁଗୁଡା- ୩୫.୪ ଡିଗ୍ରୀ,…

ଜଳେଶ୍ଵରରେ ଲଜ୍ୟା!ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !

ଜଳେଶ୍ୱର ୧୬।୦୩ : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ବୋହୂକୁ ଦୁଷ୍କର୍ମ କରିଛି ସମ୍ପର୍କୀୟ କାକା। ଥାନାରେ ଅଭିଯୋଗ। ବାଲେଶ୍ୱର ଜଳେଶ୍ଵର ଥାନା ଅଞ୍ଚଳରୁ…

ସୁପରହିଟ୍ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର. ରେହମାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।

ନୂଆଦିଲ୍ଲୀ: ସୁପରହିଟ୍ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର. ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ୍ ବିଗିଡିଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏ.ଆର.ରେହମାନଙ୍କୁ ହସ୍ପିଟାଲରେ…

ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କ ଉପରେ ଆକ୍ରମଣ

ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କ ଉପରେ ଆକ୍ରମଣହରିବନ୍ଧୁ ରେଡ୍ଡିଙ୍କ ଉପରେ ଆକ୍ରମଣ ଅଭିଯୋଗଗୁରୁତର ହରିବନ୍ଧୁ ଏମକେସିଜି ମେଡିକାଲ ସ୍ଥାନାନ୍ତରଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁରରେ ଆକ୍ରମଣ ଅଭିଯୋଗ୩ ଯୁବକ ବାଇକରେ…

ପରକିୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ! 

ବାରିପଦା ୧୫।୦୩ : ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ ବିବାଦରୁ ଗଡ଼ିଲା ସ୍ତ୍ରୀର ମୁଣ୍ଡ । ସ୍ତ୍ରୀକୁ ମାରି…

କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ

କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ…

ଘରୁ ମିଳିଲା ୨ ଜଣଙ୍କ ଝୁଲନ୍ତା ମୃତଦେହ

ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର-ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ମିଳିଲା ମୃତଦେହ-ଛାତ ଉପରେ ଥିବା ଆଜବେଷ୍ଟସ୍ ଘରୁ ମିଳିଲା ଯୁବକଯୁବତୀଙ୍କ ମୃତଦେହ-ପୋଲିସ ପହଞ୍ଚିବା ବେଳକୁ ଘର ଖୋଲାଥିବା…

ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ ।

କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM