କେନ୍ଦୁଝର ମୁଖ୍ୟ କାରାଗାରରୁ କଏଦୀ ଡେଇଁ ଚମ୍ପଟ୍
-କେନ୍ଦୁଝର ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ୍-ବଗିଚା ସଫା କରୁଥିବା ବେଳେ ଚମ୍ପଟ୍ ମାରିଲା-ଚମ୍ପଟ୍ କଏଦୀ ଆଜୀବନ ସଜା କାଟୁଥିବା ପରେଶ ମୁଣ୍ଡା-୨୦୧୪ରେ ଏକ ହତ୍ୟା ମାମଲାରେ ଆଜୀବନ…
Breaking And Latest News Of Odisha
-କେନ୍ଦୁଝର ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ୍-ବଗିଚା ସଫା କରୁଥିବା ବେଳେ ଚମ୍ପଟ୍ ମାରିଲା-ଚମ୍ପଟ୍ କଏଦୀ ଆଜୀବନ ସଜା କାଟୁଥିବା ପରେଶ ମୁଣ୍ଡା-୨୦୧୪ରେ ଏକ ହତ୍ୟା ମାମଲାରେ ଆଜୀବନ…
-କେନ୍ଦୁଝର ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ୍-ବଗିଚା ସଫା କରୁଥିବା ବେଳେ ଚମ୍ପଟ୍ ମାରିଲା-ଚମ୍ପଟ୍ କଏଦୀ ଆଜୀବନ ସଜା କାଟୁଥିବା ପରେଶ ମୁଣ୍ଡା-୨୦୧୪ରେ ଏକ ହତ୍ୟା ମାମଲାରେ ଆଜୀବନ…
ଚଳିତ ମାସ ୧୭ ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ଧରଣର ବର୍ଷା ହୋଇ ନଥିବା ବେଳେ ହାଲୁକାରୁ ମଧ୍ୟମଧରଣର ବର୍ଷା ଚାଷୀକୁଳଙ୍କୁ କ୍ଷତି ପହଞ୍ଚାଇଛି।…
ଜଳେଶ୍ବର: ବ୍ରାଉନସୁଗାର ରେଡ୍ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା-ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ-ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ…
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କେଉଁ କାରଣ ଯୋଗୁ…
ଅନୁଗୁଳ ୫୫ନଂ NHର ପ୍ରଶାନ୍ତି ହୋଟେଲ ନିକଟରେ ଦୁର୍ଘଟଣାମୃତକ ଜଗତସିଂହପୁରର ବିକ୍ରମ ରାଉତରାୟପ୍ରତିବାଦରରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ
ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର…
ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା
ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ଉତ୍ତରାଖଣ୍ଡର ମସୁରୀସ୍ଥିତ…
କେନ୍ଦୁଝର: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ଭୁବନେଶ୍ବର, କେନ୍ଦୁଝର, ଯାଜପୁର ସମେତ ୭ଟି…
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି୫ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ