ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଅନୁମାନ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ସହ ଜଡ଼ିତ…

ପୁଣି ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି, ଜାଣିନିଅନ୍ତୁ ଆଜିର ଦର

ଦିନକୁ ଦିନ ସୁନା ଓ ରୁପାର ଦର ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ସୁନା କିଣିବାକୁ ଇଚ୍ଛା ଥିଲେ ମଧ୍ୟ ଲୋକେ କିଣି ପାରୁନାହାନ୍ତି ।…

ପାଠ୍ୟପୁସ୍ତକ ତ୍ରୁଟିର ଚାଲିଛି ତର୍ଜମା, ଖୁବଶୀଘ୍ର ପିଲାଙ୍କୁ ତ୍ରୁଟିଶୂନ୍ୟ ନୂଆ ବହି ଦିଆଯିବ

ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଦିଆଯିବ | ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ…

ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା, ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ରାତି ସାରା ବର୍ଷିବା ପରେ…

ରାଜଧାନୀ କୋଳଥିଆ ହତ୍ୟାକାଣ୍ଡରେ ପୋଲିସର ବଡ଼ ଆକ୍ସନ, ୨ ଛାତ୍ର ଗିରଫ

ଭୁବନେଶ୍ୱର: ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡରେ ପୋଲିସର ବଡ଼ ଆକ୍ସନ । ୨ ଛାତ୍ରଙ୍କୁ ଗିରଫ ରଖି ଜେରା କରୁଛି ପୋଲିସ । ରାଜଧାନୀରେ ଯୁବକ କୃଷ୍ଣ ପାଢ଼ୀଙ୍କ…

ଜୁଲାଇ ୩ ବେଳକୁ ଲଘୁଚାପ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡ: ପୁଅ ପରେ ବାପା ମୃତ

ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡରେ ପୁଅ ପରେ ବାପା ମୃତ । ଘରେ ପଶି ଆକ୍ରମଣ ଘଟଣାରେ ପ୍ରଥମେ କୃଷ୍ଣ ପାଢ଼ୀଙ୍କ ମୃତ୍ୟୁ ହୋଇଥିଲା । ଆଜି ଏମ୍ସ…

ଆସୁଛି ବଡ଼ ଲଘୁଚାପ, ଜୁଲାଇ ପହିଲାରୁ ପ୍ରବଳ ଛେଚିବ !

ଜୁଲାଇ ପହିଲାରୁ ବଙ୍ଗୋପସାଗରରେ ସୃଷ୍ଟି ହେବ ବଡ଼ ଲଘୁଚାପ । ଜୁଲାଇ ୨ ରୁ ବର୍ଷାର ପ୍ରକୋପ ବଢ଼ିବ । ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା…

ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି, ହୁଣ୍ଡିରୁ ବାହାରିଲା ଟଙ୍କା ଓ ସୁନା ଅଳଙ୍କାର

ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣୀଙ୍କ ଖୋଲିଲା ଦାନ ହୁଣ୍ଡି । ୬ ମାସ ପରେ ମନ୍ଦିରର ୯ଟି ଦାନ ହୁଣ୍ଡି ଖେଲାଯାଇ ଆରମ୍ଭ ହେଲା ଗଣତି ।…

ରତ୍ନବେଦିରୁ ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ଣ ୪ରୁ ହାତୀବେଶରେ ଦେବେ ଦର୍ଶନ

ରତ୍ନବେଦିରୁ ସ୍ନାନବେଦିକୁ ବିଜେ ହେଲେ ଜଗତ ଠାକୁର। ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଶ୍ରଦ୍ଧାଳୁ । ଦୁର୍ଲଭ ହାତୀବେଶରେ ଦର୍ଶନ…

ମନ୍ଦିର ତାଲା ଭାଙ୍ଗି ଲୁଟ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଚୋର

ବାଲେଶ୍ଵର: ଦିନକୁ ଦିନ ଲୁଟର ମାମଲା ବଢ଼ିବାରେ ଲାଗିଛି । ଠାକୁରଙ୍କୁ ବି ଛାଡ଼ିଲେନି ଚୋର । ବାଲେଶ୍ଵର ସଦର ଥାନା ଗୋପିନାଥପୁର ପଞ୍ଚାୟତ ନିଳଦା ଗାଁ…

କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ, ୨ ଜଣ DSP ଗୁରୁତର

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ଦୁର୍ଘଟଣା । ଭଦ୍ରକରୁ ଡ୍ୟୁଟି ସାରି ବାରିପଦା ‌ଫେରୁଥିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣାର ସାମ୍ନା…