ପାର୍ବଣ ପୂର୍ବରୁ ଚାଞ୍ଚଲ୍ୟ, ଜୁଏଲର୍ସରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଲୁଟ୍

ଝାରସୁଗୁଡା ମୁଖ୍ୟ ମାର୍କେଟରେ ବଡ଼ଧରଣର ଲୁଟ୍ । ମଙ୍ଗସପୁରୀୟା ଜୁଏଲର୍ସରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ରାତିରେ ଜୁଏଲର୍ସର ଛାତ ଉପରୁ ଭିତରକୁ ପଶିଥିଲେ ଲୁଟେରା । ମେସିନ୍ ସାହାଯ୍ୟରେ କାନ୍ଥ କାଟି ଦୋକାନ ଭିତରେ କଳାକନା ବୁଲାଇଲେ ଦୁର୍ବୁତ୍ତ । କେବଳ ସୁନା ଅଳଙ୍କାର ନେଲେ ଲୁଟେରା, ରୂପା ଅଳଙ୍କାରକୁ ଛାଡ଼ି ଦେଇଥିବା ସୂଚନା । ଘଟଣାସ୍ଥଳରେ ଝାରସୁଗୁଡା ଏସ୍‌ପି, ଏସ୍‌ଡିପିଓଙ୍କ ସମେତ ସାଇଣ୍ଟିଫିକ୍ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ।

Leave a Reply

Your email address will not be published. Required fields are marked *