ପ୍ରତିଦିନ କାଜଲ ଲଗାଉଛନ୍ତି କି? ଆଖି ପାଇଁ ହୋଇପାରେ କ୍ଷତିକାରକ

ବର୍ତ୍ତମାନ ସମୟରେ ମେକଅପ୍ ପ୍ରାୟ ପ୍ରତ୍ୟେକ ଝିଅଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ଆଉ ମେକଅପ୍ କଥା ଆସିଲେ କାଜଲର ସ୍ଥାନ ସବୁଠାରୁ ଆଗରେ। କାରଣ…