ପୁଣି ବ୍ୟାଙ୍କକକୁ ଉଡିଲା ବିମାନ, ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ଆରମ୍ଭ

ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ। ଏହି ଆନ୍ତର୍ଜାତୀୟ ରୁଟରେ ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ବିମାନ ଗତକାଲିଠାରୁ ପୁଣି ଉଡ଼ିଛି ।…