ଆଜି ସୃଷ୍ଟି ହେବ ଲଘୁଚାପ, ଆଣ୍ଡାମାନ ସାଗରରେ ପ୍ରବେଶ

ଥାଇଲ୍ୟାଣ୍ଡରୁ ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ଏକ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ। ଏହାର ପ୍ରଭାବରେ ଆଜି ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ପାକିସ୍ତାନରେ ବ୍ଲାଷ୍ଟ: ୧୬ ମୃତ ଓ ୫୦ ଆହତ

ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଜିଲ୍ଲାର ପୋଲିସ ଲାଇନ୍ସ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୫୦…

ଭୟଙ୍କର ହେବ ତେଲ ସଙ୍କଟ, ବଢ଼ିପାରେ ତେଲ ଦର

ବିଶ୍ୱ ତେଲ ବଜାର ଉପରେ ଏବେ ତିନି ପଟୁ ସଙ୍କଟ ଘନେଇଛି । ପ୍ରଥମେ ହର୍ମୁଜ୍‌ ପ୍ରଣାଳୀରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ପରେ ଏବେ ଲୋହିତ…

ଓଡ଼ିଶାରେ ବଢ଼ିବ ବର୍ଷା, ସୃଷ୍ଟି ହୋଇପାରେ ଲଘୁଚାପ

ଓଡ଼ିଶାରେ ପୁଣି ବଢ଼ିବ ବର୍ଷା । ଥାଇଲାଣ୍ଡ ଅଞ୍ଚଳରୁ ଆସୁଥିବା ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିବାର ସମ୍ଭାବନା…

ଅପମିଶ୍ରଣ ଖଜାଭାଟି ଉପରେ ଚଢ଼ାଉ, ଖଜା ନଷ୍ଟ କରାଯିବା ସହ ଫାଇନ୍‌ ଆଦାୟ

ମହାପ୍ରଭୁଙ୍କ ଭୋଗ ନାଁରେ ପ୍ରଶାସନ ଆଖିରେ ଧୂଳି ଦେଇ ବିକ୍ରି ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ ଖଜା । ଅନେକ ସମୟରେ ଏନେଇ ଅଭିଯୋଗ ହେଇ ଆସୁଥିଲା…

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସସପେନ୍ସ, ୨୨ ତାରିଖକୁ ଘୁଞ୍ଚିଛି ଚୟନ ଶୁଣାଣି

ଓଡ଼ିଶାର ଡିଜିପି ଚୟନ ନେଇ ପୁଣି ୨୨ ତାରିଖକୁ ଘୁଞ୍ଚିଛି ସୁପ୍ରିମକୋର୍ଟର ଶୁଣାଣି । ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ରାଜ୍ୟରେ ଏ ଯାଏଁ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ…

ପୁଣି ଦାନା ବାନ୍ଧୁଛି ଲଘୁଚାପ!, ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର…

ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୪ ଛାତ୍ର: ୨ ଛାତ୍ର ମୃତ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ୪ ନାବାଳକ ଛାତ୍ର ବୁଡ଼ିଯାଇଥିଲେ । ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ଛାତ୍ରଙ୍କ…

୫ ଦିନ ଯାଏଁ ପୁଣି ଛେଚିବ ବର୍ଷା!

ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା । ଆଗାମୀ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ…

ବାଇକର ହିଟ୍-ଆଣ୍ଡ-ରନ୍ ମାମଲା, ଜଣେ ଅଭିଯୁକ୍ତ ଗିରଫ

ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ଗିରଫ କରିଛି । ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ…

କମିବ ବର୍ଷା, ୧୯ରୁ ମୌସୁମୀ ଲେଉଟାଣି ସମ୍ଭାବନା

ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ପୁଣି ଉପରମୁହାଁ ହୋଇଛି ପାରଦ । ଲଘୁଚାପ ସ୍ଥଳଭାଗ ଛୁଇଁଥିବାରୁ ଓଡ଼ିଶା ଉପରେ କମିଛି ଏହାର ପ୍ରଭାବ ।ତେବେ…

ଘରେ ଶୋଇଥିବାବେଳେ ଲାଗିଲା ନିଆଁ: ବାପା ମୃତ

ରାଉରକେଲାରେ ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ । ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ୬୦ ବର୍ଷୀୟ…