ମହଙ୍ଗା ହେଲା LPG, ଗ୍ରାହକଙ୍କ ପାଇଁ ନୂଆ ଅପଡେଟ୍

ନଭେମ୍ବର ଆରମ୍ଭରେ LPG ଗ୍ରାହକଙ୍କ ପାଇଁ ଆସିଛି ନୂଆ ଅପଡେଟ୍। ଘରୋଇ ଗ୍ୟାସ୍ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି, କିନ୍ତୁ ହୋଟେଲ୍ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କୁ ଲାଗିଛି ଝଟକା।…