ଅପରାଧ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sukanta NayakSeptember 21, 2024 ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ସାଲେପୁର ପୋଲିସ
ସାତ ଜନ୍ମ ର ସାଥି ହେବାକୁ କଥାଦେଇ କଥା ରଖିଲାନି ସାଥି ଫୋକସ ପ୍ଲସ ୪/୬/୨୨(ଆଠମଲ୍ଲିକ): ହୋମ ନିଆଁ କୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ କଥା ଦେଇ କଥା ରଖିଲାନି ପତ୍ନୀ I ବାହାଘର ପରେ…
ବାଜି ଲାଗୁଛି ନିରୀହ ଆଦିବାସୀଙ୍କ ଜୀବନ ଫୋକସ ପ୍ଲସ(ବୋରିଗୁମ୍ମା)୧୮/୦୮/୨୦୨୨: ୩ବର୍ଷ ହେବ ରୁ ଉର୍ଦ୍ଧ୍ବ ସମୟ ହେବ ପୋଲ କାମ ସରୁନି । ବାଧ୍ୟ ହୋଇ ଗ୍ରାମବାସୀ ବର୍ଷାଦିନେ ଭରା ନଇ ପାର ହେଉଛନ୍ତି…
ବାଲିଅନ୍ତାରେ ସୌମ୍ୟ ହତ୍ୟାକାଣ୍ଡ, ସାଙ୍ଗ ଓମଙ୍କର ମିଛଧରା ପରୀକ୍ଷା ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା ମାମଲା । ଏହି ଘଟଣାରେ ସୌମ୍ୟଙ୍କ ବନ୍ଧୁ ଓମଙ୍କର ହେଲା ମିଛ ଧରା ପରୀକ୍ଷା । ଭୁବନେଶ୍ବର ସ୍ଥିତ…