ଅପରାଧ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! Sukanta NayakJuly 25, 2025 ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ
ବିଦ୍ୟୁତ ତାର ଚୋର ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ ଫୋକସ ପ୍ଲସ(ଉଦଳା)୦୭/୦୮/୨୦୨୨ : ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଚୋରି, ଲୁଟ,ଛିନତାଇ ବଢ଼ି ବଢ଼ି ଚାଲିଥିବା ସହିତ ବିଦ୍ୟୁତ ତାର ଓ ବିଦ୍ୟୁତ ଖୁଣ୍ଡ…
ରାସ୍ତା ନିର୍ମାଣ ପ୍ରତିଶୃତି ଦେଇ ଲୁଟିନେଲେ ଟଙ୍କା ଫୋକସ ପ୍ଲସ(ସାନକମଣ୍ଡରା) ୧୨/୦୯/୨୦୨୨:ରାସ୍ତା ନିର୍ମାଣ ପ୍ରତିଶୃତି ଦେଇ ଲୁଟିନେଲେ ଟଙ୍କା, ଏବେ ଆଣ୍ଠୁଏ କାଦୁଅରେ ସାନକମଣ୍ଡରା ଜୁଆଙ୍ଗ ସାହିବାସୀ ଆଙ୍କର – ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର…
ଜ୍ବାଇଁ ମାଡ଼ରେ ଶାଶୁ ଗୁରୁତର ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ରାଧାମାଧବପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜ୍ବାଇଁର ମାଡରେ ଶାଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି…