ଅପରାଧ ସରକାରୀ ଅର୍ଥ ହେରଫେର କରି ଫସି ଗଲେ ବାବୁ Sukanta NayakAugust 22, 2025 ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ରେଡ୍କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣିକିଶୋରଙ୍କ ୫ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍
ପୂଜକଙ୍କୁ ନିର୍ମମ ହତ୍ୟା କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧି (୩୬)ଙ୍କୁ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଉଭୟ ମୃତକ ଓ ଅଭିଯୁକ୍ତ…
ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ଉଦ୍ୟମ, ଥାନାରେ ଅଟକ ପ୍ରେମୀଯୁଗଳ ଫୋକସ ପ୍ଲସ (ଜଗତସିଂପୁର)୨୧/୦୭/୨୦୨୨:ବହୁ ଚର୍ଚ୍ଚିତ ଟୁଙ୍ଗୁର ଭୋଳ ବର୍ଷା ସଦୃଷ ଆଉ ଏକ ଘଟଣା ଘଟିଛି ଜଗତସିଂହପୁରରେ। ବିବାହିତ ଝିଅର ପାଗଳାମି ଯୋଗୁ, ସ୍ୱାମୀକୁ ଛାଡି ପ୍ରେମିକ…
ଜେଲ ରୁ ଚମ୍ପଟ୍ ହେଲା ବିଚାରଧୀନ କଏଦୀ ଫୋକସ ପ୍ଲସ(ବାଲେଶ୍ୱର)୩/୦୯/୨୦୨୨: ବାଲେଶ୍ଵର, ଜିଲ୍ଲା ସୋର ସବ ଜେଲ ରୁ ଏକ ବିଚାରଧୀନ ବନ୍ଦୀ ଚମ୍ପଟ ମାରିଛି। ଚମ୍ପଟ ମାରିଥିବା ବନ୍ଦୀ ହେଲେ ମୟୁରଭଂଜ ଜିଲ୍ଲା ର…