Breaking news ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁ Sukanta NayakMay 31, 2025 ନୟାଗଡ଼ ଟାଉନ ଥାନା ମାନପୁରରେ ଚାଞ୍ଚଲ୍ୟଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାରପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ମୃତସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ, ପୋଲିସର ତଦନ୍ତ
ଚାନ୍ଦୁଆ ଆଶ୍ରମ ବିଦ୍ୟାଳୟ ରେ ୯ ଜଣ ଛାତ୍ରୀ ହେଲେ ଅସୁସ୍ଥ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ଚାନ୍ଦୁଆ ଆଶ୍ରମ ବିଦ୍ୟାଳୟରେ ଘଟିଛି ଅଘଟଣ।ସେହି ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀ ଗୁରୁତର ଥିବା ବେଳେ ଆଠ ଜଣ ଅଛନ୍ତି ଅସୁସ୍ଥ। …
ତିନି ମାସରେ ପୁରଣ ହେବ ୩୪ ହଜାର ନିଯୁକ୍ତି odisha news : ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ…
୨୦୧୮ ନାରାୟଣ ସତନାମୀ ହତ୍ୟା ମାମଲାରେ ଇରାଶିଷ ନିର୍ଦ୍ଦୋଷରେ ଖଲାସ ବରଗଡ଼: ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ-୨୦୧୮ ନାରାୟଣ ସତନାମୀ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ-ବିଧାୟକଙ୍କ ସହ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ADJ…