ରାଜ୍ୟ ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ Sukanta NayakJanuary 4, 2025 ପଟ୍ଟାମୁଣ୍ଡାଇ: ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦକୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକାପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ
ଅଧିକ ଲୁଣ ଖାଉଛନ୍ତି କି ? ଅଧିକ ଲୁଣ ଖାଇଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ଶରୀରକୁ ପହଞ୍ଚାଇପାରେ କ୍ଷତି । ହଁ ଆଜ୍ଞା ଏମିତି କିଛି ତଥ୍ୟ ଦେଇଛି ଡବ୍ଳୁ.ଏଚ୍. ଓ…
୪ ଦିନ ପ୍ରବଳ ବର୍ଷା, ଏହି ସ୍ଥାନ ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି.. ଭୁବନେଶ୍ୱର, ୨୭/୦୭: ଆସୁଛି ପୁଣି ଏକ ଲଘୁଚାପ l ଆସନ୍ତା ଚାରି ଦିନ ପ୍ରବଳ ବର୍ଷିବ l ଭିଜିବ ଓଡିଶା l ଆଗାମୀ ଚାରି ଦିନ ପାଇଁ…
ଆଗାମୀ ୨ ଦିନ ପ୍ରବଳ ବର୍ଷା, ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ଆଜି ପ୍ରବଳ ବର୍ଷିବ । ଏନେଇ ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ କୋରାପୁଟ ଓ ମାଲକାନଗିରି…