ଅପରାଧ ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ Sukanta NayakJanuary 11, 2025 ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକର ବାଲିଗୁଡ଼ା ଥାନାରେ ଆତ୍ମସମର୍ପଣ
ପଦ୍ମପୁର ହର୍ଟିକଲଚରରେ ମହା ଦୁର୍ନିତି ଫୋକସ ପ୍ଲସ (ବରଗଡ) ୦୬/୦୭/୨୦୨୨: ବରଗଡ ଜିଲ୍ଲା ପଦ୍ମପୁର ଊପଖଣ୍ଡ ଗାଇସିଲାଟ ବ୍ଲକରେ ଉଦ୍ୟାନ କୃଷି ବିଭାଗରେ ଟଂକା ଲାଂଚ ଦେବାପରେ ବି ଅଧିକାରି ଭୂଆଁ ବୁଲାଉଥିବାର…
ରକ୍ତ ଦେବା ପାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଲ୍ୟାବ୍ ଟେକ୍ନିସିଆନ, କଟକ ଏସସିବି ମେଡିକାଲ ରକ୍ତଭଣ୍ଡାର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ, ୨ ବୋତଲ ରକ୍ତ ଦେବାକୁ ଜଣେ ରୋଗୀଙ୍କ ସଂପର୍କୀୟଠାରୁ…
ଜମିଜମା ବିବାଦ ନେଲା ମହିଳାଙ୍କ ଜୀବନ କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପରଟା ଗ୍ରାମରେ ଜମିଜମା ବିବାଦରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଝୁମି ପ୍ରଧାନିକୁ ହତ୍ୟା ଘଟଣାରେ ୬ ଜଣ…