accident ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ Sukanta NayakJanuary 9, 2025 କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ ଉଦ୍ଧାର‘ଗୌରବ’ ବସ୍ ଜୟପୁରରୁ ରାଉରକେଲା ଯାଉଥିଲା
ହଠାତ୍ ଯାତ୍ରୀଙ୍କ ଉପରକୁ ମାଡିଗଲା ଟ୍ରକ ଗୁଜୁରାଟରୁ ଆସିଛି ଏକ ବଡ ଖବର | ଗୁଜରାଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ୍ ହାଇୱେରେ ଠିଆ ହୋଇଥିବା ବସ୍ ଯାତ୍ରୀଙ୍କ ଉପରେ…
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ,୬ଟି ଟ୍ରେନ୍ର ଯାତାୟାତ ସମୟ ବଦଳିଲା ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ-ରାତି ୧ଟା ୩୫ରେ ଲାଇନ୍ଚ୍ୟୁତ ନେଇ ରେଲୱେ ପକ୍ଷରୁ ସୂଚନା-ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ-ବର୍ତ୍ତମାନ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାପ-ପୁଅ ମୃତ, ମା’ ଗୁରୁତର ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା’ ଗୁରୁତର ।…