UN ରିପୋର୍ଟ:ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିଲା

ଏକ ନୂଆ UN ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ…

ପ୍ରକାଶ ପାଇଲା ଓଜେଇଇ-୨୦୨୫ ପରୀକ୍ଷା ଫଳାଫଳ

ଭୁବନେଶ୍ବର,୧୦।୬ : ଓଜେଇଇ-୨୦୨୫ ଫରୀକ୍ଷା ଫଳ ପ୍ରକାଶ ପାଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ୮୬ .୮୪ ପ୍ରତିଶତ…

ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ

୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଧରାପଡ଼ିଲେମନରେଗା ଅର୍ଥ ରିଲିଜ୍‌ ପାଇଁ ଲାଞ୍ଚ ନେଲା ବେଳେ…

ବଜ୍ରାଘାତରେ ୪୦ ଛେଳି ମୃତ, ମୁଣ୍ଡରେ ହାତଦେଇ ବସିଛି ଛେଳି ଚାଷୀ।

ବଜ୍ରାଘାତରେ ୪୦ ଛେଳି ମୃତଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଖଇରଝୋଳା ଗାଁରେ ବଜ୍ରାଘାତବଜ୍ରାଘାତରେ ୪୦ ଛେଳି ମୃତମୃତ ଛେଳି ବଇଁଶୀ ଗୌଡ଼ଙ୍କରସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରାଘାତରେ ଛେଳି ମୃତ

ସୁଧୁରୁ ନାହାନ୍ତି ନାଣ୍ଡୁ!ଆସୁଛି ଅଭିଯୋଗ ପରେ ଅଭିଯୋଗ।

ବଢ଼ିଲା ଯାତ୍ରା ମାଲିକ ନାଣ୍ଡୁଙ୍କ ପାଇଁ ଅଡ଼ୁଆଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ଏତଲାଲିଙ୍ଗରାଜ ଥାନାରେ ଏତଲା ଦେଲେ ଅଭିନେତ୍ରୀ ପୂଜାଯାତ୍ରାରେ ସୁଯୋଗ ଦେବା କହି…

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୬ ଲକ୍ଷ ନୁହଁ ଏଣିକି ମିଳିବ ୧୦ ଲକ୍ଷ

ବନ୍ୟଜନ୍ତୁ ଆକ୍ରମଣ ଜନିତ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି6 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀବାସଗୃହ କ୍ଷତିଗ୍ରସ୍ତ ହେଲେ ଅନ୍ତ୍ୟୋଦୟ ଗୃହଯୋଜନାରେ…

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚରମବାଣୀ

ଏବେ ବି ସମୟ ଅଛି, ସତର୍କ ହୁଅ: ମନ୍ତ୍ରୀ‘ଦୁର୍ନୀତିର ମୂଳପୋଛ ପାଇଁ ଅଭିଯାନ ଆରମ୍ଭ ହୋଇଛି’ଲାଞ୍ଚ ନେଇ କେହି ବି ବର୍ତ୍ତି ପାରିବେନି:ସୁରେଶଦୁର୍ନୀତି ଯିଏ କରିବ ସିଏ…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଟକ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତବାରଙ୍ଗ ଷଣ୍ଢପୁର ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତରାସ୍ତାରେ ଏକ ଟ୍ରକ୍‌ ସହ ଧକ୍କା ହେବା ପରେ ଦୁର୍ଘଟଣାଦୁର୍ଘଟଣାରେ କାହାରି କୌଣସି…

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ।

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…

ବଦଳିଲେ ଭଦ୍ରକ ଏସପି।

ଭଦ୍ରକ ଏସ୍‌ପି ଏମ୍‌. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍‌ପି ଭାବେ ଏମ୍‌. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍‌ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍‌ପି…