ମମତାଙ୍କୁ ମିଳିଲା ଫୁଟବଲ ଖେଳାଳି ଚିହ୍ନ

ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀଙ୍କୁ ମିଳିଲା ନିର୍ବାଚନୀ ଚିହ୍ନ । ଦିଦିଙ୍କୁ ମିଳିଛି ଫୁଟବଲ ଖେଳାଳି ଚିହ୍ନ । ଦିଦିଙ୍କ ଟିଏମସି ଦୁଇ ଫାଳ ହେବା…

ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ, ପୁଣି ଉପାସରେ ମହାଦେବ

ଉପାସରେ ପ୍ରଭୁ ଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ବିଭ୍ରାଟ । ସେବାୟତ ବିବାଦ ଯୋଗୁଁ ଗତକାଲି ରାତିରୁ ନୀତିକାନ୍ତି ବନ୍ଦ ରହିଛି । ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର…

ଘୁଞ୍ଚିଲା ଦାରା ସିଂ ମୁକ୍ତି ଶୁଣାଣି ମାମଲା, ସମୟ ମାଗିଲେ ଦାରା ସିଂଙ୍କ ଓକିଲ

ଘୁଞ୍ଚିଲା ଦାରା ସିଂ ମାମଲା ଶୁଣାଣି । ସୁପ୍ରିମକୋର୍ଟରେ ଦାରା ସିଂର ମୁକ୍ତି ମାମଲାଘୁଞ୍ଚିଲା । ୩ ସପ୍ତାହ ପର୍ୟ୍ୟନ୍ତ ଶୁଣାଣି ଘୁଞ୍ଚାଇଲା ସୁପ୍ରିମକୋର୍ଟ । ସମୟ…

ସୁନା ଦରରେ ବଡ଼ ପରିବର୍ତ୍ତନ ସ୍ଥିର ରହିଛି ରୁପା, ଜାଣିନିଅନ୍ତୁ କେତେ ରହିଛି ଦାମ

ବର୍ତ୍ତମାନ ସୁନା କିଣିବାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଇଗଲାଣି । କିନ୍ତୁ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଆସିଛି । ତେବେ ଯଦି…

ମହିଳାଙ୍କୁ ଟାଣିନେଲା କୁମ୍ଭୀର, ମହିଳା ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ମହିଳା ଜଣକ ଘର ଲିପିବା ପାଇଁ ନିକଟ ନଈକୂଳକୁ କାଦୁଅ ଆଣିବାକୁ…

କମଣ୍ଡ ଲୌହପ୍ଲାଣ୍ଟରେ ବଡ଼ ବିସ୍ଫୋରଣ, ୫ ଶ୍ରମିକ ଆହତ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ଠାରେ ଅଘଟଣ । କାଲଟା ଫାଣ୍ଡି ଅଧୀନ କମଣ୍ଡ ଲୌହପ୍ଲାଣ୍ଟରେ ବଡ଼ ଧାରଣର ବିସ୍ଫୋରଣ ହୋଇଛି ।…

ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର: ୨ ଗିରଫ, ୩ଜଣ ଫେରାର

ପୋଲିସକୁ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣ । ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଆକ୍ରମଣ କଲେ ଡ୍ରଗ୍ସ ମାଫିଆ । ଜଗତସିଂହପୁର ଜିଲ୍ଲା ସଦର ଥାନା କଲେଜ ଛକ…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ସ୍କୁଲ ଛୁଟି ଘୋଷଣା 

ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗୁରୁବାର ଠାରୁ ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁଁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…

୨ ଦିନ ପ୍ରବଳ ଛେଚିବ, ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଓଡ଼ିଶାରେ ପୁଣି ଜାରି ରହିଛି ଲଘୁଚାପ ବର୍ଷା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ପ୍ରବଳରୁ ଅତିପ୍ରବଳ ବର୍ଷା…

ବିହାରରେ ବଢ଼ୁଛି ବନ୍ୟା ବିପଦ, ୧୩ଟି ଜିଲ୍ଲା ପ୍ରଭାବିତ

ବନ୍ୟା ପାଣିରେ ଉବୁଟୁବୁ ବିହାର । ବିହାରରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ୧୩ଟି ଜିଲ୍ଲାରେ ୩୪ ଲକ୍ଷରୁ ଅଧିକ ଲୋକ ବନ୍ୟା…

ଆଫଗାନିସ୍ତାନରେ ଭୂକମ୍ପର ଝଟକା, ଭୂକମ୍ପର ତୀବ୍ରତା ୪.୨ ରେକର୍ଡ

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ୪.୨ ବୋଲି ଜଣାପଡିଛି । ଭୂକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ନେପାଳର ମୁସ୍ତାଙ୍ଗ…

ମନ୍ଦିର ତାଲା ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ମା’ ତାରିଣୀଙ୍କ ସୁନା ଅଳଙ୍କାର ସବୁ ଲୁଟ

ଚାନ୍ଦବାଲି: ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି ମାମଲା | ଠାକୁରଙ୍କୁ ବି ଛାଡିଲେନି ଚୋର | ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ |…