Breaking news ଖଣି ବ୍ୟବସାୟୀଙ୍କ ଘରେ EDରେଡ୍ Sukanta NayakJanuary 8, 2025 ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ
ଜାଣନ୍ତୁ କିଭଳି ବିନା ପଇସା ଖର୍ଚ କରି ଓଜନ କମାଇ ପାରିବେ ମେଧ ବୃଦ୍ଧି ବା ଓଜନ ବଢିବା ଆଜିକାଲି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି । ଦିନକୁ ଦିନ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ…
ପୁଣି ବ୍ୟାଙ୍କକକୁ ଉଡିଲା ବିମାନ, ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ଆରମ୍ଭ ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ। ଏହି ଆନ୍ତର୍ଜାତୀୟ ରୁଟରେ ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ବିମାନ ଗତକାଲିଠାରୁ ପୁଣି ଉଡ଼ିଛି ।…
କୋଭିଡ୍ -19: ଭାରତ 16,051 ନୂତନ ସଂକ୍ରମଣ, ଗତ 24 ଘଣ୍ଟା ମଧ୍ୟରେ 206 ମୃତ୍ୟୁ; 2,02,131 ରେ ସକ୍ରିୟ କ୍ୟାସେଲୋଡ୍ | ଗତ 24 ଘଣ୍ଟା ମଧ୍ୟରେ ଭାରତ 16,051 ନୂତନ କୋଭିଡ -19 ମାମଲା ଏବଂ 206 ମୃତ୍ୟୁ ଘଟାଇଛି। ଦେଶରେ ସକ୍ରିୟ କ୍ୟାସେଲୋଡ୍ ବର୍ତ୍ତମାନ 2,02,131 ରେ…