ପାଣିପାଗ ସୂଚନା ତାତିରେ ଲାଗିଲା ବ୍ରେକ, କାଳବୈଶାଖୀ ବର୍ଷା ଦେଲା ଆଶ୍ବସ୍ତି Sukanta NayakMay 23, 2025 ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିସେପଟେ କେରଳମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଓଡ଼ିଶାକୁ ସଅଳ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ଭୂସ୍ଖଳନରେ ଫଶିଗଲେ ଶ୍ରଦ୍ଧାଳୁ ସାରା ରାଜ୍ୟରେ ଏବେ ଲଗାଣ ବର୍ଷାର ପ୍ରକୋପ ଜାରିରହିଛି। କେଉଁଠି ବର୍ଷାର ପ୍ରଭାବରେ ବନ୍ୟା ସ୍ଥିତି ଉପୁଜୁଛି ତ ଆଉ କେଉଁଠି ଭୂସ୍ଖଳନ ଭଳି ସଙ୍ଗୀନ ପରିସ୍ଥିତି…
ରାଜ୍ୟକୁ ଫେରିଲା ଶୀତ ଫୋକସ ପ୍ଲସ ୪/୨/୨୩(ବ୍ୟୁରୋ):କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଥିବା ବେଳେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିଛି ଶୀତ । ରାଜ୍ୟର ବିଭିନ୍ନ…
ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରିରହିଛି | ଭୁବନେଶ୍ୱର,୬।୧୨(ଫୋକସ ପ୍ଲସ); ବାତ୍ୟା ମିଗ୍ଜୋମ୍ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବାରେ ଲାଗିଛି ଏବଂ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ କିଛି…