ଅପରାଧ ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ Sukanta NayakJanuary 11, 2025 ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକର ବାଲିଗୁଡ଼ା ଥାନାରେ ଆତ୍ମସମର୍ପଣ
ଗ୍ରାହାକ ସାଜି ଅଳଙ୍କାର ଦୋକାନରୁ ଚୋରୀ ,ଚାରି ଗିରଫ। ପାତ୍ରପୁର- ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ଗ୍ରାମର ଗୋଟିଏ ଅଳଙ୍କାର ଦୋକାନରୁ ଚୋରୀ ଘଟଣାରେ ଜରଡା ପୋଲିସ ଚୋରି ଜିନିଷ ଜବତ କରିବା ସହ ତିନି…
ନାବାଳିକାର ଅଶ୍ଳୀଳ ଭିଡିଓ ଭାରାଇଲ କରି ଚାରି ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି – ୮୧ ଗ୍ରାମର ଜଣେ ନାବାଳିକା ଚଳିତ ମାସ ଗତ ୨୩ ତାରିଖରେ ନିଜ ମାମୁ…
ଅସୁରକ୍ଷିତ ଅନୁଗୋଳ ସହର ଫୋକସ ପ୍ଲସ ୧୨/୬/୨୨(ଅନୁଗୁଳ): ଦିନ ଦ୍ଵିପହରରେ ଚାଲିଛି ଲୁଟେରାଙ୍କ ରାଜ ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି। ଶନିବାର…