ରାଜନୀତିରାଜ୍ୟ ପ୍ରତାପଙ୍କ ନାଁରେ ମାନହାନି ଅଭିଯୋଗ Sukanta NayakDecember 22, 2024 ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ମାନହାନି ଅଭିଯୋଗକ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମିଛ ମାମଲା ଅଭିଯୋଗଲୋକସଭାରେ ଠେଲାପେଲାରେ ପଡ଼ି ଆହତ ହୋଇଥିଲେ ପ୍ରତାପରାହୁଲ ଗାନ୍ଧି ତାଙ୍କୁ ଠେଲିଥିବା ନେଇ ଥିଲା ଅଭିଯୋଗ
ବିଜେଡି ବ୍ଲକର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଲେ ସନାତନ ସଂଗ୍ରାମ ସିଂ ଫୋକସ ପ୍ଲସ(ବ୍ରହ୍ମପୁର): ବିଜୁ ଜନତା ଦଳ କୁକୁଡାଖଣ୍ଡି ବ୍ଲକର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଲେ ବରିଷ୍ଟ ନେତା ସନାତନ ସଂଗ୍ରାମ ସିଂ lକୁକୁଡାଖଣ୍ଡି, ବିଜୁ ଜନତା ଦଳକୁ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମା’ଙ୍କୁ ଅପମାନ’ କଂଗ୍ରେସ-ଆରଜେଡି ଉପରେ କେତେ ଗୁରୁତ୍ୱ ଦେବ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମା’ଙ୍କୁ ଅପମାନ’ର ଭାବପ୍ରବଣ ପ୍ରସଙ୍ଗ ବିହାରରେ କଂଗ୍ରେସ-ଆରଜେଡି ଉପରେ କେତେ ଗୁରୁତ୍ୱ ଦେବ?ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ରାଜ୍ୟ ଜୀବିକା ପାଣ୍ଠି ସହିତ…
ଜୁଲାନାରେ ହେବ ହାଇପ୍ରୋଫାଇଲ ଲଢ଼େଇ ହରିୟାଣା : ଆସନ୍ତା ଅକ୍ଟୋବର ୫ ତାରିଖରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ କଂଗ୍ରେସ ବିଜେପି ସହିତ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ…