accident ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ Sukanta NayakJanuary 9, 2025 କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ ଉଦ୍ଧାର‘ଗୌରବ’ ବସ୍ ଜୟପୁରରୁ ରାଉରକେଲା ଯାଉଥିଲା
ଯୁବକଙ୍କ ରକ୍ତ ଜୁଡୁବୁଡୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ । ବାଲେଶ୍ୱର20/01/2024: ବାଲେଶ୍ୱର ରେମୁଣା ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତ ଗାଙ୍ଗପୁରାରେ ଯୁବକଙ୍କ ରକ୍ତ ଜୁଡୁବୁଡୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର,ଷଡଯନ୍ତ୍ର କରି ହତ୍ୟା କରିଥିବା ସନ୍ଧେହ,ଘଟଣାକୁ ଘଟଣା…
ଟ୍ରକ ଧକା ରେ ଯୁବକ ମୃତ! ଉମରକୋଟ24/11/23; ଗାଡ଼ିରେ ତେଲ ପକାଇବାକୁ ଗଲାବେଳେ ଚାଲିଗଲା ଜୀବନ!ଏଭଳି ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ! ସୂଚନା ଅନୁଯାଇ :ଆଜି…
ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା