ସରିଲା ଛୁଟି,ଡିୟୁଟି ରେ ଜଏନ୍ କରନ୍ତୁ।’ ଏମିତି ରାଜ୍ୟ ସରକାର IAS ସୁଜାତାଙ୍କୁ ସିଧା କହିଛନ୍ତି ।
IAS ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛୁଟି ଆବେଦନକୁ ରୋକ୍ଠୋକ୍ ମନା କରିଦେଇଛନ୍ତି ରାଜ୍ୟ ସରକାର । ଆଉ ବଢିବନି ସୁଜାତା ପାଣ୍ଡିଆନଙ୍କ ଛୁଟି । ଆଜି ତାଙ୍କର…
Breaking And Latest News Of Odisha
IAS ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛୁଟି ଆବେଦନକୁ ରୋକ୍ଠୋକ୍ ମନା କରିଦେଇଛନ୍ତି ରାଜ୍ୟ ସରକାର । ଆଉ ବଢିବନି ସୁଜାତା ପାଣ୍ଡିଆନଙ୍କ ଛୁଟି । ଆଜି ତାଙ୍କର…
ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍ କରିଛି…
ମହାରାଷ୍ଟ୍ର ହେଉ କି ଝାଡ଼ଖଣ୍ଡ । ନିର୍ବାଚନ ତାରିଖ ଘୋଷଣା ପରଠୁ ଜୋର ଧରିଥିଲା ନିର୍ବାଚନୀ ପ୍ରଚାର । ଆରୋପ – ପ୍ରତ୍ୟାରୋପରେ ସରଗରମ ହୋଇଥିଲା କ୍ୟାମ୍ପେନିଂ…
ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ-ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି-ଦିଲ୍ଲୀ ୟୁନିର୍ଭସିଟିରେ ଅନ୍ଲାଇନ୍ରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ
ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍ଏମ୍ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ…
ଭୁବନେଶ୍ୱର: ବିଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ପାରଦ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଥିବାରୁ…
ରେଢ଼ାଖୋଲ: ଜଙ୍ଗଲରୁ ୩ଟି ହାତୀର ମୃତଦେହ ଉଦ୍ଧାର-ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରୁ ୩ଟି ହାତୀର ମୃତଦେହ ଉଦ୍ଧାର-୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ-ବିଦ୍ୟୁତ…
ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ…
କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି, ୪ ଗୁରୁତର
ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ଘଟଣା •ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ•ଗୀତ ଅଧାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା…
ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ…
ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନଜନଜାତୀୟ ଗୌରବ ଦିବସରେ ମୋହନଙ୍କ ବକ୍ତବ୍ୟ‘ଗତ ସରକାର କହୁଥିଲା ଆଦିବାସୀଙ୍କ ସାଙ୍ଗରେ ଅଛି’‘କିନ୍ତୁ ହଷ୍ଟେଲରେ ଛାତ୍ରଛାତ୍ରୀ ଲୁଣ ଓ ଭାତ…